କଡ଼ା ଆଭିମୁଖ୍ୟ ଦେଖାଇଲା ପଞ୍ଚାୟତିରାଜ ବିଭାଗ। ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ।

ସଚିବ ସୁଶୀଲ କୁମାର ଲୋହାନୀ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ପ୍ରକ୍ସି ସରପଞ୍ଚଙ୍କ ସଂପର୍କରେ ଅଭିଯୋଗ ଆସିଲେ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ପତ୍ନୀ ସରପଞ୍ଚ,ହେଲେ ପଞ୍ଚାୟତର ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ।ପଞ୍ଚାୟତ ଅଫିସ ମାଡ଼ନ୍ତି ନାହିଁ ସରପଞ୍ଚ,ସବୁକିଛି ସମ୍ଭାଳନ୍ତି ଛାୟା ସରପଞ୍ଚ।ଏପରି ଏକ ମାମଲାର ବିଚାର କରି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ହାଇକୋର୍ଟ।ଗତ ନଭେମ୍ବର ମାସରେ ଏ ନେଇ ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇ ଆକ୍ସନ ରିପୋର୍ଟ ଦେବାକୁ ତାଗିଦ କରିଥିଲେ … Continue reading କଡ଼ା ଆଭିମୁଖ୍ୟ ଦେଖାଇଲା ପଞ୍ଚାୟତିରାଜ ବିଭାଗ। ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ।